27.1 C
Bhubaneswar
Sunday, June 8, 2025
Homeଓଡିଶା୨୦୧୪ରୁ ପ୍ଲାନ ଥିଲା: ପ୍ରଦୀପ

୨୦୧୪ରୁ ପ୍ଲାନ ଥିଲା: ପ୍ରଦୀପ

ଭୁବନେଶ୍ୱର: ପାଣ୍ଡିଆନ ବିଜେଡିରେ ମିଶିବା ପରେ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୨୦୧୪ରୁ ପ୍ଲାନ ଆରମ୍ଭ ହୋଇଥିଲା ସମୟ ଅନୁସାରେ ସମସ୍ତଙ୍କୁ କାଢିଲେ । ୨୦୧୯ରେ ମୋତେ ହରାଇବାକୁ ପ୍ଲାନ ହୋଇଥିଲା ତାହା ସ୍ପଷ୍ଟ ହେଲା । ମୋତେ ଦୂରେଇବେ, ସେ ନିକଟତର ହେବେ, ରାଜନୀତିକୁ ହାତକୁ ନେବେ । ଓଡିଶାରେ ଡିପଫେକ୍ ସରକାର ରାଜ୍ୟକୁ ଡିପଫେକ୍‌ରେ ପରିଣତ କରିଛି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking