ଭୁବନେଶ୍ୱର: ରାଜ୍ୟରେ ବଢୁଛି ସ୍ୱାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୧୧ ହଜାର ୫୯୮ ମହିଳା । ବଲାଙ୍ଗୀରରେ ସର୍ୱାଧିକ ୩ ହଜାର ୭୨୯ ମହିଳା ଚିହ୍ନଟ ହୋଇଛନ୍ତି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ।