30.6 C
Bhubaneswar
Friday, May 16, 2025
Homeଓଡିଶାରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ କମୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ । ବର୍ତ୍ତମାନ ପ୍ରତ୍ୟେକ ଦିନ ୪୫୦ ନମୁନା ପରୀକ୍ଷା କରାଯାଉଛି । ତେବେ ପୂର୍ବ ତୁଳନାରେ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ୪୫ ରୋଗୀ ଚିକିତ୍ସିତ ହେଉଛନ୍ତି । ପଟିଆ ଓ ୟୁନିଟ ୪ ହସ୍ପିଟାଲରେ ଡେଙ୍ଗୁ ନମୁନା ପରୀକ୍ଷାର ସୁବିଧା ରହିଛି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା କରାଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking