29.1 C
Bhubaneswar
Thursday, May 8, 2025
Homeଓଡିଶାଦେଶବ୍ୟାପୀ ଶ୍ରମିକ ଆନ୍ଦୋଳନ ଅଦ୍‌ଭୂତ ପୂର୍ବ ସଫଳ

ଦେଶବ୍ୟାପୀ ଶ୍ରମିକ ଆନ୍ଦୋଳନ ଅଦ୍‌ଭୂତ ପୂର୍ବ ସଫଳ

ଭୁବନେଶ୍ୱର : ଦେଶବ୍ୟାପୀ ଶ୍ରମିକ ଅନ୍ଦୋଳନ ଅଦ୍‌ଭୂତ ପୂର୍ବ ସଫଳ । ରାଷ୍ଟ୍ରୀୟ ଶ୍ରମିକ ସଂଗଠନ ସମୂହର ଆହ୍ୱାନ କ୍ରେମ ୨୮-୨୯ ମାର୍ଚ୍ଚ ୨୦୨୨ ଦୁଇ ଦିନ ଧମର୍ଘଟ ସାରା ଦେଶେର ଆଜି ଆରମ୍ଭ ହୋଇଛି । ଓଡ଼ିଶାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ମାନଙ୍କର ସହେଯାଗେର ଉକ୍ତ ଧମର୍ଘଟ ସଫଳ ହୋଇଛି । ସାରା ଓଡ଼ିଶାର ସମସ୍ତରାଷ୍ଟ୍ରାୟତ ଉଦ୍ୟେଗ ନାଲ୍‌କୋ, ହଲ୍‌, ଏମ୍‌.ସି.ଏଲ୍‌., ରାଉରେକଲା ଇସ୍ପାତ କାରଖାନା, ରିଜର୍ଭ ବ୍ୟାଙ୍କ, ରେଲୱେ ପ୍ରଭୁତି କାରଖାନା ଓ କାର୍ଯ୍ୟାଳୟ ସମ୍ମୁଖେର ବେିକ୍ଷାଭ ପ୍ରଦଶର୍ନ କରିବା ସହିତ ଶ୍ରମିକ କମର୍ଚାରୀମାନ ସ୍ୱଇଚ୍ଛାରେ ଏହାକୁ ସମଥର୍ନ ଜଣାଇଥେôଲ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ଓ ଏଲ୍‌.ପି.ଏଫ୍ ତରଫରୁ ନାଲେକାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶର୍ନ କରାଯାଇଥିଲା । ନାଲ୍‌କୋର କିଛି କମର୍ଚାରୀ ଫାଟକ ବାହାରେ ରହିଥେôଲ ।

ଉକ୍ତ ଅନ୍ଦୋଳନ ସଫଳ ହୋଇଛି ଓ ଆସନ୍ତାକାଲି ମଧ୍ୟ ଜୋରଦାର ଆନ୍ଦୋଳନ ହେବ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସାଧାରଣ ସଂପାଦକ – କିଶୋରଜେନା, ଉପସଭାପତି – ମଦନ ମୋହନ ଧଳ, ଏଲ୍‌.ପି.ଏଫ୍‌ର ଓଡ଼ିଶା ଶାଖା ସଭାପତି – ବିରେନ୍ଦ୍ର ପ୍ରତାପ ଦାସ, ମହିଳା ସଭାନତ୍ରୀ – ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ ସୂଚନା ଦେଇଥେôଲ । ଉକ୍ତ ଆନ୍ଦୋଳନ ପାଇଁ କେନ୍ଦ୍ରର ମୋଦୀ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ମତାମତ ମତ ପ୍ରକାଶ କରିଥେôଲ । ବିଭ୍ରାନ୍ତିକର ୪ଟି ଲେବର କୋଡ଼,ର୍ ଅହେତୁକ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ବୃଦ୍ଧି । ସମସ୍ତ ଖାଉଟି ଦ୍ରବ୍ୟର ଦର ବୃଦ୍ଧି, ବେକାରୀ ସଂଖ୍ୟା ବୃଦ୍ଧି ଓ ରାଷ୍ଟ୍ରାୟତ ଉଦ୍ୟେଗ ଗୁଡ଼ିକୁ ଘେରାଇକରଣ କରିବାର ମସୁଧାକୁ ନେତୃମଣ୍ଡଳୀ ନିନ୍ଦା କରିଥିଲେ । ଆଗାମୀ ଦିନରେ ଉପରୋକ୍ତ ଦାବୀଗୁଡ଼ିକୁ ସମାଧାନ ନକେଲ ଏ ଆନ୍ଦୋଳନ ଦେଶବ୍ୟାପୀ ଜନଆନ୍ଦେଳନରେ ପରିଣତ ହେବ ବୋଲି ନେତୃମଣ୍ଡଳୀ ଚେତଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking