ଛତିଶଗଡ : ପଥର ଖାଦାନରେ ଚାପିହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଦାନ୍ତେୱାଡା ଜିଲ୍ଳା କିରନ୍ଦୁଲରେ ଏକ ପଥର ଖାଦାନରେ ଘଟିଛି ଅଘଟଣ । କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ପଥର ଧସିପଡିଥିଲା ।ଘଟଣା ସ୍ଥଳରେ ସେମାନଙ୍କର ମୁତ୍ୟୁ ଘଟିଥିଲା ।