29.1 C
Bhubaneswar
Saturday, July 27, 2024
Homeଓଡିଶାଜ୍ଞାନବାପୀ ମସ୍‌ଜିଦର ସର୍ଭେ ରିପୋର୍ଟ ଦାଖଲ ପ୍ରସଙ୍ଗ; ଆଉ ୨୧ ଦିନ ମହଲତ ମାଗିଲା ପ୍ରତ୍ନତତ୍ତ୍ୱ...

ଜ୍ଞାନବାପୀ ମସ୍‌ଜିଦର ସର୍ଭେ ରିପୋର୍ଟ ଦାଖଲ ପ୍ରସଙ୍ଗ; ଆଉ ୨୧ ଦିନ ମହଲତ ମାଗିଲା ପ୍ରତ୍ନତତ୍ତ୍ୱ ବିଭାଗ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଜ୍ଞାନବାପୀ ମସ୍‌ଜିଦରେ କରାଯାଇଥିବା ସର୍ଭେ କାର୍ଯ୍ୟର ରିପୋର୍ଟ ଦାଖଲ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ସ୍ଥାନୀୟ ଅଦାଲତଙ୍କୁ ଆଉ ୨୧ ଦିନ ସମୟ ଲୋଡାଯାଇଛି । ମସ୍‌ଜିଦର ସାଇଣ୍ଟିଫିକ୍ ସର୍ଭେ କାର୍ଯ୍ୟ ଶେଷ ହେବାର ଏକମାସ ପୂରିସାରିଲାଣି ।

ପ୍ରଥମେ ନଭେମ୍ବର ୧୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଦାଲତ ପରବର୍ତ୍ତୀ ସମୟରେ ଏହାକୁ ଆଉ ୧୦ ଦିନ (ଅର୍ଥାତ୍ ନଭେମ୍ବର ୨୮) ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏଏସ୍‌ଆଇ ଆଉ ୩ ସପ୍ତାହ ସମୟ ମାଗିଥିବାବେଳେ ଅଦାଲତଙ୍କ ରାୟକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking