27.1 C
Bhubaneswar
Sunday, September 8, 2024
Homeଓଡିଶାହାଇକୋର୍ଟ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ

ହାଇକୋର୍ଟ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ: ରତ୍ନଭଣ୍ଡାର ଖୋଲିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିୀଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି । ରିତନଭଣତଡାର ଖୋଲିବା,ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରାଯାଇଛି । ୧୯୮୭ରେ ଯେପରୀ ଗଣତି ହୋଇଥିଲା ସେପରୀ କରିବାକୁ ଆବେଦନ । ଉଚ୍ଚସ୍ତରୀୟ ଯୁଗ୍ମ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ । ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ଦାବି ହୋଇଛି ।

ସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking