27.1 C
Bhubaneswar
Sunday, October 20, 2024
Homeଓଡିଶାଆଜି ୪ଟା ଯାଏଁ ଗୃହ ମୁଲତବି

ଆଜି ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର:ବିଧାନସଭାରେ ମଙ୍ଗଳବାର ମୌସୁମୀ ଅଧିବେଶନର ତୃତୀୟ ଦିନ । ମାତ୍ର ଆଜି ମଧ୍ୟ ଚାଲି ପାରିନାହିଁ ଗୃହ।  ଗୃହରେ ପୁଣି ହଙ୍ଗାମା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହରେ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

୨୯ ବଦଳରେ ୨୮ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking