27.4 C
Bhubaneswar
Monday, July 21, 2025
Homeଓଡିଶାଯୁଵକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁଵକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ଵର ବଳରାମ ଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିରେ ଜଣେ ଯୁଵକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯୁବକଙ୍କ ବୟସ ପ୍ରାୟ ୨୧-୨୨ ବର୍ଷ ହେବ ବୋଲି ଜଣାପଡିଛି। ଯୁବକ ଜଣକ ଶୁଖୁଆ ଖଳାରେ ରହି କାର୍ଯ୍ୟ କରୁଥିଲେ। ଆଜି ସକାଳ ସମୟରେ ସ୍ଥାନୀୟ ଲୋକ ଏକ ଦଉଡିରେ ଯୁବକ ଜଣକ ଝୁଲୁଥିବା ଦେଖିଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସଂଦେହ ସୃଷ୍ଟି ହୋଇଥିବାବେଳେ ପୋଲିସ ସକାଳ ୧୦ ଟା ଯାଏ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking