ଭୁବନେଶ୍ୱର : ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରହିଛି । ଆଜିର ହତ୍ୟାକାଣ୍ଡ ନେଇ ପୁଲିସ ତଦନ୍ତ କରୁଛି । ଦୋଷୀକୁ ନିଶ୍ଚିତ ଧରାଯିବ କହିଲେ ଆଇନ ମନ୍ତ୍ରୀ । କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ଆସୁଛି । ପୂର୍ୱ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ଆମ ସରକାରରେ କୌଣସି ଅପରାଧୀ ଖସି ଯାଇପାରିବେନି ।