ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମହିଳା କମିଶନରେ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କରିଛନ୍ତି। ୬ ଜଣଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନେ ହେଲେ,
୦୧-ଶ୍ରୀମତୀ ସ୍ୱର୍ଣ୍ଣଲତା ସାମଲ, ସାଂସଦା ଥାନା-ବିଂଝାରପୁର
୦୨-ଶ୍ରୀମତୀ ସୂଜାତା ଦିଗଲ,ବନ୍ଧବାହାଲ ଥାନା- ବ୍ରଜରାଜନଗର
୦୩-ବିଜୟ ବାରୱା,ତାଳସରା,ସୁନ୍ଦରଗଡ
୦୪-ଶ୍ରୀମତୀ ସ୍ୱାଗତିକା ମହାନ୍ତି,ଜଗନ୍ନାଥନଗର ଲେନ୍-୧ ଝାରପଡା ଥାନା-ଳକ୍ଷ୍ମୀସାଗର
୦୫- ଶ୍ରୀମତୀ ବବିତା ସ୍ୱାଇଁ,ଓଷକଣା ଥାନା- ବାଲିକୁଦା,ଜଗସିଂହପୁର
୦୬- ଶ୍ରୀମତୀ ବିଥିକା ସ୍ୱାଇଁ,ଅତିରିକ୍ତ ସଚିବ ଡବ୍ଲୁ ଏବଂ ସିଡି ବିଭାଗ