28.8 C
Bhubaneswar
Tuesday, June 30, 2026
Homeଓଡିଶାକାନ୍ଥ ପଡ଼ି ଚାଲିଗଲା ଝିଅର ଜୀବନ, ବାପା-ମା’ ଗୁରୁତର

କାନ୍ଥ ପଡ଼ି ଚାଲିଗଲା ଝିଅର ଜୀବନ, ବାପା-ମା’ ଗୁରୁତର

ରାୟଗଡ଼ା : କାନ୍ଥ ପଡ଼ିଯିବାରୁ ଚାଲିଗଲା ଝିଅର ଜୀବନ। ତା’ ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁଲୁମୁଇ ଗାଁରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

ଗତକାଲି ରାତିରେ ବାପାମା’ଙ୍କ ସହ ନାବାଳିକା ଝିଅ ରାତିରେ ଘରେ ଶୋଇଥିଲା। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଝିଅଟିର ଜୀବନ ଚାଲି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଦମ୍ପତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking