26.1 C
Bhubaneswar
Saturday, October 19, 2024
Homeଓଡିଶାହୀରାକୁଦ ଜଳ ଭଣ୍ଡାରରୁ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦ ଜଳ ଭଣ୍ଡାରରୁ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରରେ ପୁଣି ବଢିଲା ବନ୍ୟାଜଳ । ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିଲା । ଛତିଶଗଡ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ପୁଣି ବଢିଲା ବନ୍ୟାଜଳ ପ୍ରବେଶର ମାତ୍ରା । ବର୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୯ ଫୁଟରେ ପହଂଚିଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୩ ହଜାର ୭୫୧ ଘନଫୁଟ ବନ୍ୟାଜଳ ସେପଟେ ୨୨ଟି ଗେଟ ଖୋଲାଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୯୪ ହଜାର ୫୭୫ ଘନଫୁଟ ବନ୍ୟାଜଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking