ଭବାନୀପାଟଣା: ଅଗଷ୍ଟ ୩୧ରୁ ଉତକେଲା ବିମାନ ବନ୍ଦରରୁ ଉଡିବ ବିମାନ । ପ୍ରଥମ ବିମାନ ୧୦ଟା ୩୫ରେ ଭୁବନେଶ୍ୱରକୁ ଯାତ୍ରା କରିବ । ଭର୍ଚୁଆଲରେ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ।