33.1 C
Bhubaneswar
Sunday, September 29, 2024
Homeଓଡିଶାଓଡିଶାରେ ଦୃଶ୍ୟମାନ ଚନ୍ଦ୍ରଗ୍ରହଣ

ଓଡିଶାରେ ଦୃଶ୍ୟମାନ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଓଡିଶାର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ । ରାଜଧାନୀ ଭୁବନେଶ୍ୱରରେ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ । ପୁରୀ ସମେତ ବିଭିନ୍ନ ଅଂଚଳରେ ମଧ୍ୟ ଦୃଶ୍ୟମାନ ହେଲା । ପାଗ ଖରାପ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ । ପୂର୍ବରୁ ବାଦଲ ଏବଂ ଦିଗବଳୟ କାରଣରୁ ଚନ୍ଦ୍ରଗହଣ ଦେଖାଯାଇ ନଥିବା ବିଶେଷଜ୍ଞ କହିଥିଲେ । ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବାଜି ୧୧ ମିନିଟ ରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାର ଥିଲା । କିନ୍ତୁ ବାଦଲ ଏବଂ ବଳୟ ପାଇଁ ଏହା ଦୃଶ୍ୟମାନ ହୋଇନଥିଲା । ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ପଠାଣିସାମନ୍ତ ପ୍ଲାନେଣ୍ଟୋରିୟମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking