28.1 C
Bhubaneswar
Thursday, September 19, 2024
Homeଓଡିଶାନୂଆବର୍ଷରୁ ପରିବହନ ବିଭାଗରେ ବଡ଼ ସଂସ୍କାର, ଅନ୍‌ଲାଇନ୍‌ରେ ହେବ ସବୁ କାର୍ଯ୍ୟ

ନୂଆବର୍ଷରୁ ପରିବହନ ବିଭାଗରେ ବଡ଼ ସଂସ୍କାର, ଅନ୍‌ଲାଇନ୍‌ରେ ହେବ ସବୁ କାର୍ଯ୍ୟ

ଭୁବନେଶ୍ୱର : ନୂଆବର୍ଷରୁ ପରିବହନ ବିଭାଗରେ ବଡ଼ ସଂସ୍କାର । ଅନ୍‌ଲାଇନ୍‌ରେ ହେବ ପରିବହନ ବିଭାଗର ସବୁ କାର୍ଯ୍ୟ । ଡିଏଲ୍‌, ଗାଡ଼ି ପରିମିଟ୍ ଭଳି କାମ ଏଣିକି ଅନ୍‌ଲାଇନ୍‌ରେ ହେବ । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏସବୁ କାର୍ଯ୍ୟରେ ଦଲାଲଙ୍କ ଭୂମିକା ରହୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କ ଭୂମିକା କମିଥିଲେ ବି ସମ୍ପୂର୍ଣ୍ଣ ବନ୍ଦ ହୋଇନି । ତେଣୁ ଅନ୍‌ଲାଇନ୍ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲିଠୁ ନୂଆ ନିୟମ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking