29.1 C
Bhubaneswar
Sunday, May 4, 2025
Homeଓଡିଶାସାମ୍ବାଦିକଙ୍କୁ ବାରଣ ଜାଣିନି ବିଭାଗ

ସାମ୍ବାଦିକଙ୍କୁ ବାରଣ ଜାଣିନି ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ବାରଣ କଥା ଜାଣିନି ବିଭାଗ । ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନଥିବା କହିଲେ ବିଭାଗୀୟ ମନ୍ତ୍ରୀ । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କ କାଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ ତଥାୁ ଆଇ ଆଣ୍ଡ ପିଆର୍ ବିଭାଗ ଅବଗତ ନାହିଁ । ସରକାରୀ କାଯ୍ୟକ୍ରମକୁ ମିଡିଆ ନିମନ୍ତ୍ରଣ ଆୟୋଜନ ବିଭାଗ ଦେଇଥାନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking