ଅନୁଗୁଳ: ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । କିଶୋରନଗର ତୁରୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି । ଅଫିସ କାର୍ଯ୍ୟାଳୟରୁ ଝୁଲନ୍ତା ମୃତଦେହଦ୍ଦ୍ାର କଲା ପୋଲିସ । ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ଏବେ ଯାଏଁ କିଛି ଜଣାପଡି ନାହିଁ କିନ୍ତୁ ପ୍ରଧାନ ଶିକ୍ଷକ ଜଣକ ସକାଳେ ସ୍କୁଲକୁ ଶୀଘ୍ର ଆସିଥିବା ସୂଚନା ରହିଛି ।