28.1 C
Bhubaneswar
Wednesday, April 30, 2025
Homeଓଡିଶାମୃତଦେହର ସତ୍କାର ତାରିଖ ସ୍ଥିର ହୋଇନି

ମୃତଦେହର ସତ୍କାର ତାରିଖ ସ୍ଥିର ହୋଇନି

ଭୁବନେଶ୍ୱର: ଟ୍ରେନ୍ ଟ୍ରାଜେଡ଼ିର ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ପକ୍ଷରୁ ସୂଚନା ମିଳିଛି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମ୍‌ସି, ଏମ୍ସ, ରାଜ୍ୟ ସରକାର ସାମିଲ ହୋଇଛନ୍ତି । ଏ ଯାଏଁ ସତ୍କାର ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ସବୁ ସରକାରୀ ନିୟମ ଅନୁପାଳନରେ ସତ୍କାର ପାଇଁ ଆଲୋଚନା ଚାଲିଛି । ଏହା ଭିତରେ ବି ଯଦି କେହି ସମ୍ପର୍କୀୟ ଆସିବେ ମୃତଦେହ ଦିଆଯିବ । ମୃତଦେହ ଫ୍ରିଜରେ ରହିବା ଷ୍ଣ ମାସ ହେଲାଣି, ଅଧିକ ରହିପାରିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking