28.1 C
Bhubaneswar
Thursday, September 19, 2024
Homeଓଡିଶାନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର

ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର

ଗଜପତି  : ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି । ସଫେଇ କର୍ମଚାରୀମାନେ ନାଳ ସଫା କରୁଥିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ଦେହ ଠାବ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ପାରଳାଖେମୁଣ୍ଡି ସହରର ମାର୍କେଟ ରାସ୍ତାରେ ସୁନା ଦୋକାନ ପାଖରେ ଥିବା ଏକ ନାଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନବଜାତ ଶିଶୁଟି କନ୍ଯା ନା ଶିଶୁ ପୁତ୍ର ସ୍ପଷ୍ଟ ହୋଇନି। କିଏ ଓ କେଉଁ ସମୟରେ ଏହି କାଣ୍ଡ ଭିଆଇଛି ତାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking