32.1 C
Bhubaneswar
Saturday, September 21, 2024
Homeଓଡିଶାନୀତି ସବକମିଟି ପ୍ରସ୍ତାବକୁ ଅନୁମୋଦନ

ନୀତି ସବକମିଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା । ପରିକ୍ରମ ପ୍ରକଳ୍ପ ଲୋକାର୍ପଣ ନେଇ ବୈଠକରେ ଆଲୋଚନା ହୋଇଛି । ନୀତି ସବକମିଟି ଦେଇଥିବା ରିପୋର୍ଟକୁ ଅନୁମୋଦନ ମିଳିଛି । ଓବିସିସି କାମ ଶେଷ କରିବା ନେଇ ପ୍ରତିଶ୍ରୁତି ଦେଇ ସାରିଛି । ପ୍ରକଳ୍ପ ଲୋକାର୍ପଣ ବେଳେ ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ପୁରୀ ଆସିବାକୁ ନିମନ୍ତ୍ରଣ କରାଯିବ । ୪ଟି ସ୍ଥାନରେ ଦାନବାକ୍ସ ରହିବ , ଭକ୍ତନିବାସରେ ଟିଭି ଲାଗିବ । ସେବକଙ୍କ କଲ୍ୟାଣ ଯୋଜନାର ଅର୍ଥରାଶି ବୃଦ୍ଧିର ସୂଚନା ଦେଲେ ।

 

 

 

ଟୁଟୁ ନାୟକ ଥାନାରେ ହଜାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking