ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ଚର୍ତୁପାଶ୍ୱର୍ ବିକଶି୍ ଏବଂ ଆକର୍ଶଣୀୟ କରାଯିବ ।
ଏ ସଂପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ବିକଶିତ,ଓ ଆକର୍ଷଣୀୟ କରାଯିବ । ବିକାଶ କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କାକୁ ମଞ୍ଜୁରୀ ।