18.1 C
Bhubaneswar
Monday, November 25, 2024
Homeଓଡିଶାଓଏନଏର ପ୍ରଭାବ ; ଶିଶୁଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ

ଓଏନଏର ପ୍ରଭାବ ; ଶିଶୁଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ

ଯାଜପୁର: ଗତ ରବିବାରଯାଜପୁର ଜିଲ୍ଲାର ବ୍ୟାସନଗର ପୋୖରାଚାଞ୍ଚଳର ପନାଶିଆରେ ରହୁଥିବା ତିନି ଜଣ ଶିଶୁଙ୍କ ସମ୍ପର୍କରେ ତଥ୍ୟ ବିଥିକ ଖବର ଓଏନଏରେ ପ୍ରଥମେ ପ୍ରସାରଣ ହେବା ପରେ ଜିଲ୍ଲା ସୁରେଖା ୟୁନିଟର ଚେତା ପଶିଲା । ଆଜି କଳାବିଳଂବ ନ କରି ଘଟଣା ସ୍ଥଳକୁ ତିନି ଜନଶିଶୁ କୁ ଉଦ୍ଧାର କରିଛି । ଓ ଏନ ଓ ସମାଜ ସେବୀ ରାଜେଶ ରାଉତଙ୍କୁ ପ୍ରଶଂସାର ସୁଅ ଛୁଟିଛି । ବ୍ୟାସନଗର ସ୍ଥିତ ୱାର୍ଡନଂ ୨ ପାନସିଆ ରେ ଖାଦ୍ୟ ଅଭାବରୁ ହଇରାଣ ହେଉଥିବା ୩ ଜଣ କୋମଳମତି ଶିଶୁ ଙ୍କୁ ସମାଜସେବୀ ରାଜେଶ୍ କୁମାର ରାଉତ ଉଦ୍ଧାର କରି ଶିଶୁ ମାନଙ୍କୁ ଯାଜପୁର ରୋଡ଼ ମେଡିକାଲ୍ ନେଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ଯାଜପୁର ଜିଲ୍ଲା cwc କୋଡିନେଟର ହାତରେ ହସ୍ତାନ୍ତର କରିଛନ୍ତି । ଛୁଆଙ୍କୁ ହସ୍ତାନ୍ତର ପରେ କୁନି ମାଉସୀ
କାନ୍ଦି କାନ୍ଦି କୋହ ଭରା ଆଖିରେ ଲୁହ ଗଡ଼ାଇ ଅତ୍ୟନ୍ତ ଖୁସିରେ କହିଲେ ଟିକିନା ତୁ ଆଜି ଆମ ପାଇଁ ଭଗବାନ ପାଲଟି ଗଲୁ । ଏହି କୁନି କୁନି ଛୁଆ ମାନଙ୍କ ମୁହଁ ରେ ଖାଦ୍ୟ ଗଣ୍ଡେ ଦେବାପାଇଁ ମୋ ଆଖିରେ ନିଦ ନଥିଲା । ମୁଁ ବିପିନ୍ ବାବୁ ଙ୍କୁ ଓ ତୁମ କ୍ଲବ୍ ର ସମସ୍ତ ସଦସ୍ୟଙ୍କୁ ଅନ୍ତରରୁ ଧନ୍ୟବାଦ ମଧ୍ୟ ଜଣାଉଛି । ଏହି ପିଲା ଙ୍କୁ ନା ମୁଁ ଗଣ୍ଡେ ଖାଇବାକୁ ଦେଇ ପାରୁଥିଲି ନା ସେବା ଦେଇପରୁଥିଲି । ବୋହୁ ଦୁଃଖ କଷ୍ଟରେ ରଖିଥିଲି । ଆପଣ ଯଦି ଆସି ଏହି ପିଲାଙ୍କୁ ଥଇଥାନ କରିନଥାନ୍ତେ ତାହେଲେ ଏହି ପିଲା ଗୁଡିକ ବଡ଼ ହେଲେ ନିଶ୍ଚିତ ଚୋର,ଡକାୟତ,ମଦୁଆ, ଗଞ୍ଜଡ ହୋଇଥାନ୍ତେ ଟିକିନା ଭାଇ ତୁମେ ଆଜି ଏହି ପିଲାଙ୍କୁ ସରକାର ଙ୍କୁ ହସ୍ତାନ୍ତର କରି ଏମାନଙ୍କୁ ଜୀବନ ବଞ୍ଚେଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking