ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ୨୦୨୩-୨୪ ପାଇଁ ପାରିତ ହୋଇଛି ବଜେଟ୍ । ଆୟ ୨୭୧ କୋଟି ୭ ଲକ୍ଷ,ବ୍ୟୟ ୨୬୨ କୋଟି ୧୬ ଲକ୍ଷ ଟଙ୍କା । ରଥଯାତ୍ରାକୁ ଶୃଙ୍ଖଳାର ସହ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।
ପରିକ୍ରମା ପ୍ରକଳ୍ପର ବାହ୍ୟ ପଦକ୍ଷଣ ରାସ୍ତା ତୁରନ୍ତ ସାରିବାକୁ ଆଲୋଚନା କରାଯାଇଛି ।ଶୌଚାଳୟ,ଜୋତାଷ୍ଟାଣ୍ଡ,ରଥଯାତ୍ରା ଭିତରେ ସାରିବାକୁ ଆଲୋଚନା କରାଯାଇଛି ।
ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ: ୪୩ ଡିଗ୍ରି ଟପିଲା ରାଜଧାନୀର ତାପମାତ୍ରା