34.1 C
Bhubaneswar
Friday, October 18, 2024
Homeଓଡିଶାଟ୍ରଲିରେ ବୁଲା ହେଲା ଶବ

ଟ୍ରଲିରେ ବୁଲା ହେଲା ଶବ

କଟକ :କଟକ ସହରରେ ଟ୍ରଲିରେ ବୁଲା ହେଲା ଶବ । ଦୁଇ ଦିନ ତଳେ କଟକ ଶେଖ୍ ବଜାର ଅଂଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଶବ ପଡି ରହିଥିଲା । ତେବେ କିଛି ସ୍ୱେଚ୍ଛାସେବୀ ସଂଘଠନ ସଦସ୍ୟ ମୃତ ବ୍ୟକ୍ତିଙ୍କୁ ଟ୍ରଲିରେ ବୋହି ସତି ଚଉରା ମଶାଣିକୁ ନେଇ ଶବ ସତ୍କାର କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପ୍ରଶାସନିକ ସ୍ତରରେ ଶବ ପଡି ରହିଥିଲେବି ଏହାର ସତ୍କାର କରାଗଲାନି କାହିଁକି ।

ମହିଳାଙ୍କୁ ଟାଣିନେଲା କୁମ୍ଭୀର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking