29.1 C
Bhubaneswar
Friday, May 23, 2025
Homeଓଡିଶାନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଦଶରଥପୁର ଥାନା ମଲିକାପୁର ନିକଟ ନଦୀପଠାରୁ ଉଦ୍ଧାର ହୋଇଥିବା ସୂଚନା । ମୃତକ ଜଣକ ସ୍ଥାନୀୟ ମହାନ୍ତିପଡାର ବୋଲି ଜଣାପଡିଛି । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଙ୍ଗାଲୁରୁରେ ରହୁଥିଲେ ମାତ୍ର ୫ ଦିନ ହେଲା ଘରକୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking