37.1 C
Bhubaneswar
Saturday, May 18, 2024
Homeଅପରାଧଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କ ସହ ପୁଅର ଶବ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା, ଯାଞ୍ଚ...

ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କ ସହ ପୁଅର ଶବ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା, ଯାଞ୍ଚ କରୁଛି ପୁଲିସ

ଆମେରିକା : ଆମେରିକା ମେରିଲ୍ୟାଣ୍ଡରେ ଭାରତୀୟ ଦମ୍ପତ୍ତିଙ୍କ ସହ ୬ ବର୍ଷର ପୁଅର ଶବ ଉଦ୍ଧାର ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ ଚଳାଇଛି ପୁଲିସ ।ମୃତକ ହେଉଛନ୍ତି କର୍ଣ୍ଣାଟକ ବାସିନ୍ଦା ଯୋଗେଶ ଏଚ୍ ନାଗରାଜପ୍ପା , ତାଙ୍କ ପତ୍ନୀ ପ୍ରତିଭା ୱାଇ ଅମରନାଥ ଓ ୬ ବର୍ଷର ପୁଅ ଯଶ୍ ହୋନ୍ନାଲ । ପଡୋଶୀଙ୍କ କହିବା ମୁତାବକ, ଦୁହିଁଙ୍କୁ ଶେଷ ଥର ପାଇଁ ମଙ୍ଗଳବାର ଦେଖିଥିଲେ । କିନ୍ତୁ ତା ପରେ ଆଉ ତାଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଦମ୍ପତ୍ତିଙ୍କ ଦେହରେ ଗୁଳି ବାଜିଛି । ତେଣୁ ପରିବାରକୁ କେହି ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking