35 C
Bhubaneswar
Sunday, May 18, 2025
Homeଓଡିଶାକୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଇଁତଳା  ଥାନା ଖଲିଆପାଲି ଗାଁ ମୁଣ୍ଡ କୂଅରୁ ଉଦ୍ଧାର ହୋଇଥିବା ସୂଚନା ରହିଛି । ମୃତକ ସେହି ଗାଁର, ୨୦ ତାରିଖରୁ ନିଖୋଜ ଥିଲେ । ପିନ୍ଧିଥିବା ସାର୍ଟରେ ରକ୍ତ ଦାଗ, ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking