33.1 C
Bhubaneswar
Monday, June 24, 2024
Homeଓଡିଶାସରକାରୀ କ୍ବାଟରରୁ ଜୁନିୟର କ୍ଲର୍କଙ୍କ ମୃତଦେହ ଉଦ୍ଧାର

ସରକାରୀ କ୍ବାଟରରୁ ଜୁନିୟର କ୍ଲର୍କଙ୍କ ମୃତଦେହ ଉଦ୍ଧାର

ରେଢ଼ାଖୋଲ : ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ଜୁନିଅର କ୍ଲର୍କ କ୍ଷୀରୋଦ କୁମାର ବଳଙ୍କ ମୃତ୍ୟୁ। ରେଢ଼ାଖୋଲ ଲୁକାପାଲି ଭଡା ଘରେ ପଡିରହିଛି ମୃତଦେହ । ଖବର ପାଇ ସମ୍ବଲପୁରରୁ ଲୁକାପାଲିରେ ପହଁଚିଛନ୍ତି କ୍ଷୀରୋଦଙ୍କ ପରିବାର ଲୋକ । ଦେହରେ ବସ୍ତ୍ର ନ ଥିବାବେଳେ ମୁହଁ ମାଡି ଖଟରେ ପଡିଥିବାରୁ ହତ୍ୟା ସନ୍ଦେହ କରିଛନ୍ତି ପରିବାର। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking