27.1 C
Bhubaneswar
Sunday, June 30, 2024
Homeଓଡିଶାଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ

ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ

ଭଦ୍ରକ : ଗଛରେ ଝୁଲିଛି ମୃତଦେହ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ରହିଛି। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଫାଣ୍ଡି ଅଧିନ ଅଞ୍ଚଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଅଳଉତି କେନାଲ ନିକଟ ଏକ ନିକାଞ୍ଚନ ସ୍ଥାନରେ ଥିବା ଏକ ଗଛ ନିକଟରେ ଏକ ମୃତଦେହ ଝୁଲିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା। ପରେ ଘଟଣା ସଂପର୍କରେ କେନ୍ଦୁଆପଦା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଛି। ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଠ ରହିଛି। ପୋଲିସ ତଦନ୍ତ ଚଳାଇଛି।  ତେବେ ମୃତକଙ୍କ ପରିଚୟ ଓ ମୃତ୍ୟୁ କାରଣ କଣ ପୋଲିସର ତଦନ୍ତ ପରେ ଜଣା ପଡ଼ିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking