30.6 C
Bhubaneswar
Monday, May 19, 2025
Homeଓଡିଶାଟ୍ରେନ୍ ଲାଇନରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଟ୍ରେନ୍ ଲାଇନରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ତୁରେକେଲା ଷ୍ଟେସନ ନିକଟରେ ଟ୍ରେନ୍ ଲାଇନରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତଦେହ ପଡିଥିଲା। ଜଣଙ୍କର ମୃତଦେହ ଟ୍ରେନ ଲାଇନରୁ ମିଳିଥିବା ବେଳେ ଅନ୍ୟ ଜଣଙ୍କର ଟ୍ରେନ ଲାଇନ ପାଖରେ ପଡିଥିଲା । ମୃତ ଦମ୍ପତି ଲାଠୋର ଥାନା ଅଞ୍ଚଳର ବୋଲି ଜଣାପଡିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସେପଟେ କୋରାପୁଟ ଜିଲ୍ଲା ଟାଉନ ଥାନା ଲାଣ୍ଡିଗୁଡା ନୂଆ କଲୋନୀ ରେଳ ଲାଇନରୁ ମଧ୍ୟ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking