29.1 C
Bhubaneswar
Wednesday, May 21, 2025
Homeଓଡିଶାବ୍ୟାଙ୍କ ମ୍ୟାନେଜର ନିଖୋଜ: ସ୍ୱଇଚ୍ଛାରେ ପଳାଇଥିବା ବ୍ୟାଙ୍କ ମ୍ୟାନେଜର !

ବ୍ୟାଙ୍କ ମ୍ୟାନେଜର ନିଖୋଜ: ସ୍ୱଇଚ୍ଛାରେ ପଳାଇଥିବା ବ୍ୟାଙ୍କ ମ୍ୟାନେଜର !

ଭୁବନେଶ୍ୱର: ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ନିଖୋଜ ଘଟଣା । ନିଜ ଇଚ୍ଛାରେ ତପନ ନିଖୋଜ ହୋଇଥିଲେ କହିଲେ କଟକ ଏଏସପି । ତାଇଥପନଙ୍କୁ ଠାବ ସଂପର୍କରେ ଅତିରିକ୍ତ ଏସପି ଦେବଦତ୍ତ ବରାଳଙ୍କ ସୂଚନା । ଗତକାଲି ସଂଧ୍ୟାରେ ଗିରିଶୋଲା ଗେଟଠାରେ ତପନଙ୍କୁ ଠାବ କରିଥିଲୁ । ତାଙ୍କର ୧୬୧ ବୟାନ ରେକର୍ଡ ହୋଇଛି, ୧୬୪ ରେକର୍ଡ କରାଯିବ ବୋଲି ସୂଚନା ।

ମାନସିକ ଚାପ କାରଣରୁ ନିଜ ଇଚ୍ଛାରେ ସେ ପଳାଇ ଯାଇଥିଲେ । ପତନି ଛକ ପରେ ପୁଣି ପଛକୁ ଫେରି ବିଶାଖାପାଟଣା ପଳାଇଥିବା କହିଛନ୍ତି । କେଉଁ କାରଣରୁ ମାନସିକ ଚାପରେ ଥିଲେ, ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ରହିଛି । ତେବେ କାହା ସହ କୌଣସି ଅପରାଧ ଘଟିନାହିଁ କହିଲେ ଅତିରିକ୍ତ ଏସପି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking