30.1 C
Bhubaneswar
Monday, February 16, 2026
Homeଓଡିଶାଖୋର୍ଦ୍ଧା ବନଖଣ୍ଡ ଚାନ୍ଦପୁରରେ ଦନ୍ତା ଆତଙ୍କ

ଖୋର୍ଦ୍ଧା ବନଖଣ୍ଡ ଚାନ୍ଦପୁରରେ ଦନ୍ତା ଆତଙ୍କ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଚାନ୍ଦପୁରରେ ଦନ୍ତା ଆତଙ୍କ । ଦୀର୍ଘ ୪ ଘଣ୍ଟା ଧରି ଖେଳାଇଲା ଆତଙ୍କ। ଘଉଡାଇବା ପାଇଁ ନାକେଦମ ହେଲା ବନ ବିଭାଗ। ଖାଦ୍ୟ ଅନ୍ବେଷଣରେ ଚାନ୍ଦପୁର ମଧୁବନ ସାହି ଭିତରକୁ ପଶିଥିଲା ଦନ୍ତା। ଦନ୍ତାକୁ ଦେଖି ଲୋକେ ଭୟଭୀତ ହୋଇ ତାଟି କବାଟ ଦେଇଥିବା ବେଳେ ଖବର ପାଇ ଚାନ୍ଦପୁରରେ ବନ ବିଭାଗର ଟିମ ପହଞ୍ଚିଥିଲା। ହାତୀକୁ ଡ୍ରୋନ ସହାୟତାରେ ଠାବ କରିବା ପରେ ଘଉଡ଼ାଇବା ପାଇଁ ଆରମ୍ଭ ହୋଇଥିଲା ଅପରେସନ। ଏଥିପାଇଁ ବିଦ୍ୟୁତ କାଟ ବି ହୋଇଥିଲା। ଦୀର୍ଘ ଚାରି ଘଣ୍ଟାର ଅପରେସନ ପରେ ଦନ୍ତାକୁ ଚାନ୍ଦପୁର ରୁ ଘଉଡ଼ାଇ ବାରେ ସଫଳ ହୋଇଛି ବନ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking