29.1 C
Bhubaneswar
Sunday, August 24, 2025
Homeଓଡିଶାଶିକ୍ଷକ ଦେବେ ଆଣ୍‌ଟି ଡ୍ରଗ୍ସ ଡିକ୍ଲାରେସନ

ଶିକ୍ଷକ ଦେବେ ଆଣ୍‌ଟି ଡ୍ରଗ୍ସ ଡିକ୍ଲାରେସନ

ଭୁବନେଶ୍ୱର: କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ । ଶିକ୍ଷକମାନଙ୍କୁ ଆଣ୍‌ଟି ଡ୍ରଗ୍ ଡିକ୍ଲାରେସନ ଦେବାକୁ ସୁପାରିସ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଧାନସଭା ଷ୍ଟାଣ୍ଡିଂ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି । ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସୁପାରିସ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ ଛାତ୍ରଙ୍କୁ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ ଦେବାକୁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking