17.1 C
Bhubaneswar
Tuesday, February 3, 2026
Homeଓଡିଶାସାମ୍ବାଦିକଙ୍କ ବୀମା ୨୦ ଲକ୍ଷ ଯାଏଁ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ତାରା

ସାମ୍ବାଦିକଙ୍କ ବୀମା ୨୦ ଲକ୍ଷ ଯାଏଁ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ତାରା

ଭୁବନେଶ୍ୱର : ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ପ୍ରସଙ୍ଗ । ପୁନଃନବୀକରଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସାମ୍ବାଦିକଙ୍କ ବୀମା ୨୦ ଲକ୍ଷ ଟଙ୍କା ବୃଦ୍ଧି ପାଇଁ ଦାବି କରାଯାଇଛି ଏବଂ ଏଥିରେ ବାପା-ମାଆଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ତାରା । ବର୍ତ୍ତମାନ ଏହି ବୀମାରେ କର୍ମଜୀବୀ ସାମ୍ବାଦିକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । ସେହିପରି ସାମ୍ବାଦିକଙ୍କୁ ବିଧାନସଭା ଲବିକୁ ଯିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ଦାବି କହିଛନ୍ତି ତାରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking