25.1 C
Bhubaneswar
Saturday, May 2, 2026
Homeଓଡିଶାନିଖୋଜ ଶିକ୍ଷକଙ୍କ ସନ୍ଦେହଜନକ ମୃତ୍ୟୁ !

ନିଖୋଜ ଶିକ୍ଷକଙ୍କ ସନ୍ଦେହଜନକ ମୃତ୍ୟୁ !

ଭୁବନେଶ୍ୱର: ଓଡିଶାର ଶିକ୍ଷକ, ଛତିଶଗଡରୁ ମୃତଦେହ । ଛତିଶଗଡ ମେନପୁର ନିକଟ ଜଙ୍ଗଲରୁ ଓଡିଆ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଅଲେଖ ଚରଣ ଭକ୍ତ । ୪ ଦିନ ତଳେ ଶିକ୍ଷକ ଅଲେଖ ଚରଣ ଭକ୍ତ ନିଖୋଜ ଥିଲେ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରାତାଖଣ୍ଡିଗୁଡା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ ଅଲେଖ । ଅନ୍ୟ ଏକ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯାଇ ଆଉ ଘରକୁ ଫେରିନଥିଲେ । ୪ ଦିନ ପରେ ଶିକ୍ଷକ ଅଲେଖ ଚରଣଙ୍କ ମୃତଦେହ ଛତିଶଗଡର ଏକ ଜଙ୍ଗଲରୁ ମିଳିଛି । ତେଣୁ ସେ ନିଜେ ଆତ୍ମହତ୍ୟା କରିଛନ୍ତି । ନା କିଏ ହତ୍ୟା କରିଛି ତାହା ଏଯାଏଁ ଜଣାପଡି ନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking