28.1 C
Bhubaneswar
Thursday, September 19, 2024
Homeଓଡିଶାମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର : ତାରା

ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର : ତାରା

ଭୁବନେଶ୍ୱର : ବୟୋଜ୍ୟେଷ୍ଠଙ୍କୁ ପୁରୀ ନଆସିବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ ପ୍ରସଙ୍ଗ । ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କରିବାକୁ ଦାବି କଲେ ତାରା ବାହିନୀପତି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କଡା ମନ୍ତବ୍ୟ । ମୁଖ୍ୟ ପରଶାସକଙ୍କୁ ନିଲମ୍ବିତ କରାଯାଉ, ତାଙ୍କୁ ଚିକିସôା ଦରକାର । ଭଗବାନଙ୍କ ଦର୍ଶନ ପାଇଁ ସମସ୍ତଙ୍କ ଅଧିକାର ଅଛି । ଏ କଥା ଆମେ ବିଧାନସଭାରେ ଉଠାଇବୁ ବୋଲି କହିଲେ ବିଧାୟକ ତାରା ।

ସାଲୁଗା ପ୍ରଧାନ ହେଲେ ବିଧାନସଭା ନୂଆ ଉପବାଚସ୍ପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking