29.1 C
Bhubaneswar
Thursday, June 19, 2025
Homeଓଡିଶାସରକାରଙ୍କ ତରଫରୁ ଶୀଘ୍ର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଉଠାଇବାକୁ କହିଲେ ସୁରେଶ ପୂଜାରୀ

ସରକାରଙ୍କ ତରଫରୁ ଶୀଘ୍ର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଉଠାଇବାକୁ କହିଲେ ସୁରେଶ ପୂଜାରୀ

ସମ୍ବଲପୁର: ସମ୍ବଲପୁର ଜେଲରେ ଗିରଫ ଓକିଲଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ବିଜେପିର ପ୍ରତିନିଧି ଦଳ । ଓକିଲମାନଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ସୁରେଶ ପୂଜାରୀ । ଏହି ମାମଲାର ନ୍ୟାୟିକ ତଦନ୍ତ ହେଲେ କେଉଁ ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

ତେବେ ଗିରଫଦାରୀ ବନ୍ଦ କରିବା ସହିତ ଆଗକୁ ଆଉ କାହାକୁ ଗିରଫ ନ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛି ବିଜେପି ଦଳ । ଭୟ ଏବଂ ଆତଙ୍କର ବାତାବରଣ ଦୂର କରିବା ପାଇଁ ପ୍ରଶାସନକୁ ଦାବି ମଧ୍ୟ ହୋଇଛି । ତେବେ ସ୍ଥାନୀୟ ବେଞ୍ଚପାଇଁ ରାଜ୍ୟ ସରକାର ଖୁବଶୀଘ୍ର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ନିଅନ୍ତୁ ବୋଲି ବିଜେପିର ଏହି ପ୍ରତିନିଧି ଦଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking