35 C
Bhubaneswar
Wednesday, June 17, 2026
Homeଓଡିଶାସୁଜାତାଙ୍କ ଏଣ୍ଟ୍ରି ଉଡା ଖବର: ବଦ୍ରି ପାତ୍ର

ସୁଜାତାଙ୍କ ଏଣ୍ଟ୍ରି ଉଡା ଖବର: ବଦ୍ରି ପାତ୍ର

ଭୁବନେଶ୍ୱର: ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡା ଖବର ହୋଇପାରେ କହିଲେ ବଦ୍ରି ପାତ୍ର । ପାଣ୍ଡିଆନଙ୍କୁ ନେଇ କେଉଁ କର୍ମୀ ଉତ୍ସାହିତ ଅଛନ୍ତି ପଚାରିଲେ । କିଏ ଜଣେ ଅଧେ କହିଦେଲେ ସମ୍ଭାବନା ବୋଲି କୁହାଯାଇପାରିବ ନାହିଁ । ଦେବାଶିଷ ସାମନ୍ତରାୟ କହିଛନ୍ତି ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ଦାୟୀ । ମୁଁ ବି ବହୁ ଆଗରୁ ଏହା କହିସାରିଛି ବୋଲି ବଦ୍ରି କହିଛନ୍ତି । ସଭାପତିଙ୍କ ଉପରେ ନିର୍ଭର କଲେ ସେ କେମିତି ନିଷ୍ପତ୍ତି ନେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking