ସାଲେପୁର: ତହସିଲ ଅଫିସରୁ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତରତ ଆିଆଇ ସଞ୍ଜୟ ଦାଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିଶ୍ଚିତକୋଇଲି ତହସିଲ ଅଫିସର ଉପର ମହଲାରୁ ମିଳିଲା ମୃତଦେହ । କିଭଳି ମୃତ୍ୟୁ ହେଲା ସ୍ପଷ୍ଟ ଜଣାପଡିନି, ଆତ୍ମହତ୍ୟା ସନ୍ଦେହ କରାଯାଉଛି ।