28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଯିଏ ନିର୍ଦ୍ଦେଶ ଗ୍ରହଣ କରିବେନି, ହାଇକୋର୍ଟ ଯିବେ

ଯିଏ ନିର୍ଦ୍ଦେଶ ଗ୍ରହଣ କରିବେନି, ହାଇକୋର୍ଟ ଯିବେ

ଭୁବନେଶ୍ୱର:୪ ଫୁଟ ମୂର୍ତ୍ତି ବିବାଦ ପ୍ରସଙ୍ଗରେ ପୋଲିସ କମନିଶନର ପ୍ରତିକ୍ରିୟା ଦେଇଛନ୍ତି । ଆବେଦନ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କମିଶନରଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ପକ୍ଷର ତଥ୍ୟ ଦେଖି ପୋଲିସ କମିଶନର ନିଷ୍ପତ୍ତି ନେଇଛନ୍ତି । ପୂଜା ସଂପର୍କରେ ଯାହା ନିଷ୍ପତ୍ତି ଦେବା କଥା ସେ ଦେଇସାରିଛନ୍ତି ବୋଲି କହିଛନ୍ତି କମିଶନର । ତେଣୁ ମୋ ନିର୍ଦ୍ଦେଶକୁ ଯିଏ ଗ୍ରହଣ ନ କରିବେ, ସେମାନେ ହାଇକୋର୍ଟ ଯିବେ । ତା ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking