31.1 C
Bhubaneswar
Tuesday, July 2, 2024
Homeଓଡିଶାଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ: ଜୟନାରାୟଣ

ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ: ଜୟନାରାୟଣ

ଭୁବନେଶ୍ୱର: ବିଜେଡିରୁ ଦୁଇ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ରେମୁଣା ବିଧାୟକ ଓ ଖଣ୍ଡପଡା ବିଧାୟକଙ୍କୁ ଜନବିରୋଧୀ ବୋଲି ଦର୍ଶାଇ ଦଳରୁ ବହିଷ୍କାର କରିଛନ୍ତି ନବୀନ । ତେବେ ଏହି ବହିଷ୍କାର ନିଷ୍ପତ୍ତି ପରେ ବୟାନ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି ଜୟନାରାୟଣ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି । ଏଭଳି କରି ବିଧାୟକଙ୍କ ମତକୁ ଚାପିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଜୟନାରାୟଣ । ସେହିଭଳି ସୌମ୍ୟଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନକୁ ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି ।

୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ବିଲ୍ର ଲାଭ ଉଠାଇବେ: ନଡ୍ଡା

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking