29.1 C
Bhubaneswar
Monday, March 17, 2025
Homeଓଡିଶାବଜରଙ୍ଗ ଦଳର ନୂତନ କର୍ମକର୍ତ୍ତା ଚୟନ ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବଜରଙ୍ଗ ଦଳର ନୂତନ କର୍ମକର୍ତ୍ତା ଚୟନ ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ସୁବର୍ଣ୍ଣପୁର : ବୀରମହାରାଜପୁରରେ ଅନ୍ନପୂର୍ଣ୍ଣା ରେଶିଦେଂଶି ଠାରେ ସୋନପୁର ଜିଲ୍ଲାର ବଜରଙ୍ଗ ଦଳ ଜିଲ୍ଲାବୈଠକରେ ସୁଧୀର ବହିଦାର ପଶ୍ଚିମ ପ୍ରାନ୍ତ ସଂୟୋଜକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲି। ଏହି ବୈଠକରେ ପ୍ରାନ୍ତ ସୁରକ୍ଷା ପ୍ରମୁଖ ଅଶ୍ଵିନୀ ମେହେର ,VHP ର ସଂପାଦକ ଗଣେଶ ପ୍ରଧାନ, ସଭାପତି ଗଣପତି ପାଢ଼ୀ , RSS ର ଦିଲୀପ ତ୍ରିପାଠୀ, ଜିଲ୍ଲା ସଂଯୋଜକ ଜିତୁ ବଡ଼ମାଳୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ପ୍ରଖଣ୍ଡ ସଂଯୋଜକ ଓ ଜିଲ୍ଲା ଟେ।ଲିର ଦାୟିତ୍ଵ ଘୋଷାଣା କରାଗଲା।

ନୂତନ ଦାୟିତ୍ୱ ତୁଲାଇବାକ ଶକୁନ ମିଶ୍ର , ଶୁଭମ୍ ହୋତା , ସ୍ୱରୂପ ପାତ୍ର, ସୁବ୍ରତ ବାରିକ୍, ମୁନା ବଗର୍ତ୍ତି , ବିନିକା ହେତୁ ଅମାରିସ୍ ଭୋଇ, ଚନ୍ଦନ ଦେହୁରୀ , ରୀକୁ ପ୍ରଧାନ , ତରଭା ପାଇଁ ଶମ୍ଭୁ ବଜରଙ୍ଗି, ବିର ମହ।ର।ଜପୁର ଅଭିନାଶ ହୋତା ହରିହର ବରିହା , ଅଂଶୁମାନ ପଣ୍ଡା ଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ସେହିପରି ଏହି କାର୍ଯ୍ୟକ୍ରମ ରେ ଶତାଧିକ ବଜରଙ୍ଗ ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାରେ ସେବା କାର୍ଯ୍ୟ କୁ ବ୍ୟାପକ ସହିତ ଗୋ ରକ୍ଷା , ତଥା ଅନ୍ୟ ସାମାଜିକ ସମସ୍ୟା ରେ ବଜରଙ୍ଗ ଦଳର ସେବା ବ୍ୟାପକ ହେବ ବୋଲି କୁହା ଯାଇଛି । ଶେଷରେ ସଭାକୁ ସଂଗଠନ ର ଫକିର ମୋହନ ଜାଲ ଧନୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking