29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରେକର୍ଡ କଲା ସେୟାର ମାର୍କେଟ: ପ୍ରଥମ ଥର ପାଇଁ ୬୯,୦୦୦ କ୍ରସ୍ କଲା ସେନ୍‌ସେକ୍ସ

ରେକର୍ଡ କଲା ସେୟାର ମାର୍କେଟ: ପ୍ରଥମ ଥର ପାଇଁ ୬୯,୦୦୦ କ୍ରସ୍ କଲା ସେନ୍‌ସେକ୍ସ

ମୁମ୍ବାଇ: ରେକର୍ଡ କଲା ସେୟାର ମାର୍କେଟ, ପ୍ରଥମ ଥର ପାଇଁ ୬୯,୦୦୦ କ୍ରସ୍ କଲା ସେନ୍‌ସେକ୍ସ। ମାଇକ୍ରୋ ଅର୍ଥନୈତିକ ତଥ୍ୟ ଅନୁଯାଇ ଏନ୍‌ଏସି ନିଫ୍ଟି ୫୦ ସୂଚକାଙ୍କ ୦.୫୯% ବୃଦ୍ଧି ପାଇ ୨୦,୮୦୮.୯୦ ପଏଣ୍ଟରେ ପହଞ୍ଚିଥିବାବେଳେ ଏସ ଏବଂ ପି ବିଏସି ସେନ୍‌ସେକ୍ସ ୦.୪୪% ବୃଦ୍ଧି ହୋଇ ସକାଳ ୯.୧୫ ସୁଦ୍ଧା ୬୯,୧୬୮.୫୩ ରେ ପହଞ୍ଚିଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking