ସମ୍ବଲପୁର: ସମ୍ବଲପୁର ଗୁଇନ୍ଦା ରିପୋର୍ଟ ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ରାଜ୍ୟର ଆଇନ ଶୃଙ୍ଖଳା ସମ୍ପର୍ଣ୍ଣ ବିର୍ପର୍ଯ୍ୟସ୍ତ ଥିବା ଲୋକ ଜାଣିଲେଣି । ଡରିକି ରହୁଛନ୍ତି ବୋଲି ନିଜ ମତ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଦ୍ୱିପ୍ରହରରେ ମନ୍ତ୍ରୀଙ୍କ ହତ୍ୟା ହେଉଛି ଏବଂ ମହିଳାମାନେ ସୁରକ୍ଷିତ ନାହାନ୍ତି । ରାଜ୍ୟ ସରକାର ଅପରାଧ ରୋକିବା ଓ ଅପରାଧୀଙ୍କୁ ଦଣ୍ଡିତ କରିବାରେ ଫେଲ ହୋଇଛନ୍ତି ।