32.1 C
Bhubaneswar
Saturday, May 18, 2024
Homeଓଡିଶାଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ନିଷ୍ପତ୍ତି

ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ: ସେପ୍ଟେମ୍ବର ଗାଇଡଲାଇନ ଆସିବା ପରେ ଏବେ ଶ୍ରୀମନ୍ଦିର ଉପରେ ନଜର ରହିଛି । ସପ୍ତାହାନ୍ତ ସଟ ଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ରହିଛି । ଏନେଇ ଆସନ୍ତା ସପ୍ତାହରେ ବୈଠକ ହେବ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି । ଆସନ୍ତା ସପ୍ତାହରେ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ । ଶନିବାର, ରବିବାର ଦର୍ଶନ ଅନୁମତି ମିଳିବ କି ନାହିଁ ମିଟିଂରେ ନିଷ୍ପତ୍ତି ହେବ । ସପ୍ତାହାନ୍ତ ସଟଡାଉନ ପାଇଁ ଶନି, ରବି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି । ସେପ୍ଟେମ୍ବର ଶେଷ ଯାଏଁ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା । ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା ରହିଛି । ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking