ନୂଆଦିଲ୍ଲୀ : ୧୨ ଦିନ ବିଳମ୍ବରେ, ଶ୍ରୀଲଙ୍କା ଶେଷରେ ଏସିଆ କପ୍ ୨୦୨୨ ପାଇଁ ଦଳ ଘୋଷଣା କରିଛି। ଦାଶୁନ୍ ଶାନାକା ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ । ଶ୍ରାଲଙ୍କା ଦଳରେ ଭାନୁକା ରାଜପାକା ଏବଂ ଦୀନେଶ ଚାନ୍ଦିମାଲ ଉଭୟ ସ୍ଥାନ ପାଇଛନ୍ତି। ୨୦ ଜଣିଆ ଦଳରେ ମାଲିଙ୍ଗା ମାଥେଶା ପାଥିରାନା ମଧ୍ୟ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କାର ରାଜନୈତିକ ସଙ୍କଟ ଓ କନ୍ଦଳ ଯୋଗୁଁ ବିଳମ୍ବ ରେ ଦଳ ନାଁ ଘୋଷଣ କରିଥିଲା । ରାଜନୈତିକ ସଙ୍କଟ କାରଣରୁ ଏସଏଲସି ସମ୍ପ୍ରସାରଣ ପାଇଁ କହିଥିଲେ। ବିଳମ୍ବରେ ଶ୍ରୀଲଙ୍କ ଏସିଆ କପ ପାଇଁ ନାମ ଘୋଷଣ କରିଥିଲା ।
ଶ୍ରୀଲଙ୍କା: ଦାଶୁନ୍ ଶାନାକା (ଅଧିନାୟକ), ଧନୁଶାକା ଗୁନାଥିଲାକା, ପୃଥମ୍ ନିସଙ୍କା, କୁସାଲ୍ ମେଣ୍ଡିସ୍, ଚାରିଥ ଆସାଲଙ୍କା, ବନୁକା ରାଜପୃଷ୍ଣ, ଆଶେନ ବାନ୍ଦାରା, ଧନଞ୍ଜୟ ଦେ ସିଲଭା, ୱାନିଡୁ ହାସାରଙ୍ଗା, ମହେଶ ଥେକ୍ସାନା, ଜେଫେରି ଭାଣ୍ଡେରାଇ, ଚେରମେନ କରୁଣାତ୍ନେ, ଦିଲଶାନ ମଦୁଶଙ୍କା, ମାଥେଶା ପାଥିରାନା, ଦୀନେଶ ଚଣ୍ଡିମାଲ, ନୁୱାନିନ୍ଦ ଫର୍ନାଣ୍ଡୋ ଏବଂ କାସୁନ ରାଜିତା।