30 C
Bhubaneswar
Saturday, May 17, 2025
Homeଓଡିଶାବାତ୍ୟାକୁ ନେଇ ସତର୍କ କରାଇଲେ ଏସଆରସି

ବାତ୍ୟାକୁ ନେଇ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର : ବର୍ଷା ନେଇ ସତର୍କ କରାଇଲେ ଏସଆରସି ସତ୍ୟବ୍ରତ ସାହୁ । ପବନ ନୁହେଁ ବର୍ଷା ପାଇଁ ପ୍ରଭାବ ପଡିପାରେ । ବିଶେଷକରି ଦକ୍ଷିଣ ଓଡିଶା ଜିଲ୍ଲା ପ୍ରଭବିତ ହେବା ଆଶଙ୍କା । ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି ପ୍ରଭାବିତ ହେବ । ବର୍ଷ ଯୋଗୁଁ ମଟି ଅତଡ ଧସିବା ଓ ଗଛ ଉପୁଡିବା ଆଶଙ୍କା ରହିଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ୫ ଓଡ୍ରାଫ, ୮ଟି ଫାୟାର ଟିମ୍ ପଠାଇଛୁ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ । ଚାଷ ଅମଳ ଷ୍ଟେଜ୍‌ରେ ଥିବାରୁ କ୍ଷତି ହୋଇପାରେ ବୋଲି ଏସଆରସି କହିଛନ୍ତି । ଯଦି ଚାଷ କ୍ଷତି ହେଲା, ଆକଳନ କରି କ୍ଷତିପୂରଣ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking