29.4 C
Bhubaneswar
Monday, June 8, 2026
Homeଓଡିଶାଲେଡ଼ିଜ ହଷ୍ଟେଲରେ ସ୍ପାଏ କ୍ୟାମେରା!

ଲେଡ଼ିଜ ହଷ୍ଟେଲରେ ସ୍ପାଏ କ୍ୟାମେରା!

ଭୁବନେଶ୍ୱର: ପଞ୍ଜାବୀ ମହିଳାଙ୍କ ଭିଡିଓ ଭାରଇାଲ ସହ ତାଙ୍କୁ ବ୍ଲାଇମେଲିଂ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ତାଙ୍କ କଥାରେ ରାଜି ନହେବାରୁ ସେ ଏଭଳି କରିଥିବା କହିଛନ୍ତି ମହିଳା । ଏନେଇ ଥାନାରେ ଅଭିଯୋଗ କରିବା ପରେ, ଖୋଳତାଡ଼ ଆରମ୍ଭ କରିଛି ଧଉଳି ପୁଲିସ ।ଅଭିଯୋଗ ଅନୁସାରେ, ମହିଳା ଜଣକ ଏକ ବାର, ରେସ୍ତୋରାଂରେ କାମ କରୁଥିଲେ। ଉକ୍ତ ଜାଗାରେ ଜଣେ ଯୁବକଙ୍କ ସହ ସମ୍ପର୍କ ହୋଇଥିଲା। ଯୁବକ ଜଣକ ଆଉ ଜଣେ ବ୍ୟକ୍ତି ସାହାଯ୍ୟରେ ତାଙ୍କ ପିଜି ହଷ୍ଟେଲରେ ଏକ କ୍ୟାମେରା ଲଗାଇ ତା’ର ଲାଇଭ ଷ୍ଟ୍ରିମିଙ୍ଗ କରୁଥିଲା । ଆଉ ପ୍ରତିଟି ମୁହୂର୍ତ୍ତର ଭିଜୁଆଲକୁ ମୋବାଇଲରେ କଏଦ କରୁଥିଲା। ଏପରିକି ମହିଳାଙ୍କ ସିଗାରେଟ ଟଣାର ସିସିଟିଭି ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଇବା ପରେ, ସେମାନଙ୍କ ଭିତରେ ଛାଡ଼ପତ୍ର ହୋଇଗଲା । ଏତେସବୁ ପରେ, ବି ବ୍ଲାକମେଲିଂ ସହ ମାନସିକ ନିର୍ଯାତନା ସହି ନପାରି, ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking