29.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଡିସେମ୍ବର ୨ରେ ବିହାରରେ ହେବ ବାଚସ୍ପତି ନିର୍ବାଚନ

ଡିସେମ୍ବର ୨ରେ ବିହାରରେ ହେବ ବାଚସ୍ପତି ନିର୍ବାଚନ

ବିହାର: ବିହାର ବିଧାନସଭା ଅଧିବେଶନ ଡିସେମ୍ବର ୧, ୨୦୨୫ ରେ ଆରମ୍ଭ ହେବ। ଡିସେମ୍ବର ୧ ରେ ନୂତନ ବିଧାୟକମାନଙ୍କୁ ପ୍ରୋ-ଟେମ୍ ବାଚସ୍ପତି ନରେନ୍ଦ୍ର ନାରାୟଣ ଯାଦବ ଶପଥ ପାଠ କରାଇବେ। ଡିସେମ୍ବର ୨ ରେ ବିହାର ବିଧାନସଭାର ବାଚସ୍ପତି ନିର୍ବାଚିତ ହେବେ।ବିହାରରେ ଏକ ନୂତନ ସରକାର ଗଠନ ହୋଇଛି। ପାଟନାର ଗାନ୍ଧୀ ମୈଦାନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ୨୬ ଜଣ ମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବା ପାଇଁ ଜେଡିୟୁର ନରେନ୍ଦ୍ର ନାରାୟଣ ଯାଦବଙ୍କୁ ବିହାର ବିଧାନସଭାର ପ୍ରୋଟେମ୍ ବାଚସ୍ପତି ଭାବରେ ନିଯୁକ୍ତ କରାଯାଇଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking